Advertisment

ମୃତ୍ୟୁ ପରେ ବି ଅମର ହୋଇଗଲେ

ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।

SCB Medical Organ Donation People
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ