War in Israel: 14 Odia Students Safely Evacuated | Hear Their Emotional Journey
Advertisment
ଇସ୍ରାଏଲରୁ ଫେରିଲେ ଓଡ଼ିଆ। ଯୁଦ୍ଧ ଘମାଘୋଟ ଭିତରୁ ଦିଲ୍ଲୀ ଫେରିଲେ। ୧୪ ଓଡ଼ିଆ ପିଲା ପ୍ରଥମ ପର୍ଯ୍ୟାୟରେ ଫେରିଛନ୍ତି। ସେଠୁ ଫେରିବା ପରେ ଓଡ଼ିଆ ଛାତ୍ରଛାତ୍ରୀମାନେ ବଖାଣିଛନ୍ତି ଯୁଦ୍ଧ କାହାଣୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us