ବାଂଲାଦେଶରେ ଜଳୁଛି ନିଆଁ... ହେଲେ ଥରହର ହେଉଛି ପୂରା ପାରାଦୀପ । ଏକାଥା ଆମେ କହୁନୁ ଏ ଦୃଶ୍ୟ ଯେମିତି ସେ ସବୁ ବୟାନ କରୁଛି । କୁହାଯାଉଛି, କାଳେ ଏକାସଙ୍ଗେ ପାରାଦୀପକୁ ବାଂଲାଦେଶର ୧୨ ଜଣ ସନ୍ଦିଗ୍ଧ ପାରାଦୀପକୁ ଅନୁପ୍ରବେଶ କରିଛନ୍ତି । ସମସ୍ତ ୧୨ ଅନୁପ୍ରବେଶକାରୀଙ୍କୁ ଏବେ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପ୍ରତିକ୍ରିୟା ରଖିଛନ୍ତି ।