ଅଦ୍ୟତନ ହୋଇଛି
Yogi Adityanath
Advertisment
ଯେଉଁ ଲୋକମାନେ ଭାରତର ମାଆ ଓ ଭଉଣୀମାନଙ୍କ ସିନ୍ଦୂର ପୋଛିବାର ଦୁଃସାହସ କରିଥିଲେ, ଏୟାର ଷ୍ଟ୍ରାଇକରେ ସେମାନଙ୍କର ବଂଶ ବୁଡ଼ିଯାଇଛି । ମଧ୍ୟରାତ୍ରିରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାରେ ଭାରତର ପ୍ରଚଣ୍ଡ ମିସାଇଲ ମାଡ଼ ପରେ ଏମିତି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ମାସୁଜ ଆଜହର୍ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us