Woman Con Artist in India
Advertisment
୭ ମାସରେ ୨୫ ବାହାଘର । ବିବାହ କରିବା ପରେ ବର ଘରୁ ଦାମୀ ସଂପତ୍ତି ନେଇ ଚମ୍ପଟ । ଏମିତି ୨୫ ଜଣଙ୍କୁ ବିବାହ କରି ଠକେଇ କରିଥିବା ଜଣେ ଯୁବତୀଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ । ରାଜସ୍ଥାନ ବିଭିନ୍ନ ସ୍ଥାନରେ ୭ ମାସ ଭିତରେ ୨୫ ଜଣଙ୍କୁ ବିବାହ କରିଥିଲା ଯୁବତୀ ଜଣକ । ସଂପୃକ୍ତ ଯୁବତୀ ହେଲେ ଅନୁରାଧା ପାସୱାନ। ତାଙ୍କୁ ମଧ୍ୟପ୍ରଦେଶ ଭୋପାଳରୁ ଗିରଫ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us