Budget
Advertisment
ଆଉ ଦୁଇଦିନ ପରେ ସାଧାରଣ ବଜେଟ୍। ଫେବ୍ରୁଆରୀ ୧ ତାରିଖରେ ଅଷ୍ଟାଦଶ ଲୋକସଭାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ MSME ଓ ରିୟଲ ଇଷ୍ଟେଟ୍ ସେକ୍ଟର କେତେ ଫୋକସରେ ରହିବ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ନିଯୁକ୍ତି ସୃଷ୍ଟି ଓ ମଧ୍ୟବିତ୍ତଙ୍କୁ ଗୁରୁତ୍ୱ ଦେଇ ମୋଦି ସରକାର ଏହି ଦୁଇଟି ଦିଗରେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା ରଖିଛନ୍ତି ଅନେକେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us