West Bengal Violence
Advertisment
ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା । ୱାକଫ୍ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇସାରିଛି । ଏପ୍ରିଲ ୮ ତାରିଖରୁ ସାରା ଦେଶରେ ରାଗୁ ହୋଇଛି ଏହି ଆଇନ୍ । ଆଉ ସେଇଥିପାଇଁ ଜଳୁଛି ପୂରା ପଶ୍ଚିମବଙ୍ଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us