Advertisment

West Bengal Violence: ଜଳୁଛି ୱାକଫ୍‌ ନିଆଁ, ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍‌ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା ।

Advertisment

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍‌  ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା । ୱାକଫ୍‌ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇସାରିଛି । ଏପ୍ରିଲ ୮ ତାରିଖରୁ ସାରା ଦେଶରେ ରାଗୁ ହୋଇଛି ଏହି ଆଇନ୍‌ । ଆଉ ସେଇଥିପାଇଁ ଜଳୁଛି ପୂରା ପଶ୍ଚିମବଙ୍ଗ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି । ଏକାଧିକ ପୋଲିସ ଆହତ ହେଲେଣି । ଏହାବାଦ ପୋଡାଜଳା, ଭଙ୍ଗାରୁଜାର କ୍ଷୟକ୍ଷତି ହିସାବ ମଧ୍ୟ ନାହିଁ । ଏମିତି କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇସାରିଛି । 

Advertisment
West Bengal CM Mamata Banerjee Violence WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ