Special Story: Why Do Pilots and Captains Shout ‘Mayday’ in Emergency?
Advertisment
ଅହମ୍ମଦାବାଦ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍ କରିଥିଲେ ଶେଷ କଲ୍। ଉଡ଼ାଣର କିଛି ସମୟ ପରେ ଏୟାରପୋର୍ଟ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ ହୋଇ ନ ପାରିବାରୁ ମେ’ଡେ କଲ କରିଥିଲେ। କଣ ଏହି ମେ’ଡେ କଲ୍, କାହିଁକି ବିମାନ ଚଳାଚଳରେ ଏହି ଶବ୍ଦ ବ୍ୟବହାର କରାଯାଏ, ଜାଣନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us