Vice-President-Candidate
Advertisment
ଉପରାଷ୍ଟ୍ରପତି ପଦବୀକୁ ନେଇ ସାରା ଦେଶରେ ଏବେ ରାଜନୀତି ସରଗରମ। କିଏ ପିନ୍ଧିବେ ଏହି ମୁକୁଟ ତାକୁ ନେଇ ଚାଲିଛି ସବୁଆଡେ ଚର୍ଚ୍ଚା। ଏନଡିଏର ନୂଆ ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ବିଜେପିରେ ଚାଲିଛି ମାନସ ମନ୍ଥନ। ଏହାରି ଭିତରେ ଜଣେ ମୁସଲିମ ନେତାଙ୍କ ନାଁ ସାମିଲ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us