Advertisment

କିଏ ଏ ସନ୍ଦୀପ ଘୋଷ ?

ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?

Advertisment

ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠୁ ତା’ର ପାଠ ପଢ଼ା ଆରମ୍ଭ ହୋଥିଲା । ପାଠ ପଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ସୈତାନୀ ବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ପରେ ୧୯୯୪ ମସିହାରେ ଆର.ଜି କାର୍ ମେଡିକାଲ୍ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ ସେ ଚଢ଼ି ଚାଲିଥିଲା ଗୋଟିଏ ଉପରେ ଗୋଟିଏ ସିଡ଼ି ।

Advertisment
Kolkata Lady Doctor Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ