Narendra Modi
Advertisment
ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ। ଗଭୀର ସମୁଦ୍ରରେ ବୁଡା ପହଁରା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଲାକ୍ଷାଦ୍ବୀପର ସୌନ୍ଦର୍ଯ୍ୟ ତାଙ୍କୁ ଅଭିଭୂତ କରିଛି। ଲାକ୍ଷାଦ୍ବୀପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳୁ ସମୁଦ୍ର କୂଳରେ ଭ୍ରମଣର ମଜା ନେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us