Advertisment

Mohit Yadav's Tragic Demise: ପତ୍ନୀଙ୍କ ନିର୍ଯାତନା ସହିନପାରି ଜୀବନ ହାରିଲେ ମୋହିତ ଯାଦବ

୩୩ ବର୍ଷୀୟ ମୋହିତ ନିଜ ଜୀବନକୁ ଶେଷ କରିବା ପୂର୍ବରୁ ଅତୁଲ ସୁଭାଷଙ୍କ ଭଳି ଭିଡିଓ ଜାରି କରି ନ୍ୟାୟ ମାଗିଛନ୍ତି । ନ୍ୟାୟ ନ ମିଳିଲେ ତାଙ୍କ ଚିତାଭସ୍ମକୁ ରାସ୍ତା କଡ଼ ନାଳରେ ଫୋପାଡ଼ି ଦେବାକୁ ନିବେଦନ କରିଛନ୍ତି ।

Advertisment

ପୁଣି ଥରେ ଦେଶକୁ ସ୍ତବ୍ଧ କରିଛି ଆଉ ଜଣେ ଅତୁଲ ସୁଭାଷଙ୍କ ମୃତ୍ୟୁ ଖବର । ବେଙ୍ଗାଲୁରର ଆଇଟି ପ୍ରଫେସନାଲ ଅତୁଲ ସୁଭାଷଙ୍କ ଭଳି ଉତ୍ତର ପ୍ରଦେଶ ଇଟାୱାର ଏକ ହୋଟେଲରେ ଜଣେ ଯୁବକ ଆଖି ବୁଜିଛନ୍ତି । ପତ୍ନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସୀମା ଟପିଲା । ଏଥିରୁ ମୁକ୍ତି ପାଇବା ପାଇଁ ଶେଷରେ ନିଜକୁ ହିଁ ଶେଷ କରିଦେଇଛନ୍ତି ଉତ୍ତର ପ୍ରଦେଶ ଔରିଆର ଆଇଟି ଇଞ୍ଜିନିୟର ମୋହିତ ଯାଦବ ।

Advertisment
Uttar Pradesh Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ