Advertisment

ଛାତିଥରା କାହାଣୀ ବଖାଣିଲେ ୟୁପି ଦମ୍ପତି

୨୨ ଏପ୍ରିଲ୍‌ରେ ପହଲଗାମର ବୈସାରନ ଘାଟିରେ ହୋଇଥିଲା କଣ? କେମିତି ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ଧର୍ମ ପଚାରି ପଚାରି କେମିତି ମାରୁଥିଲେ ଲୋକଙ୍କୁ । ସେ ଭୟାନକ ମୂହୂର୍ତ୍ତର ଛାତିଥରା କାହାଣୀ ବଖାଣିଛନ୍ତି ଅଳ୍ପକେ ବର୍ତ୍ତିଯାଇଥିବା ଉତ୍ତରପ୍ରଦେଶ ଜୋନପୁରର ଦଂପତି ସୂର୍ଯ୍ୟମଣି ପାଣ୍ଡେ ଓ ବିଜୟଲକ୍ଷ୍ମୀ ପାଣ୍ଡେ ।

ଅଦ୍ୟତନ ହୋଇଛି

Terror Attack In Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ