Advertisment

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲେ ବନ୍ଧା ହେଲେ

ଭାରତୀୟ ସେନା, CRPF ଓ ପୋଲିସର ମିଳିତ ଅପରେସନ୍ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Advertisment

ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ। ସୋପିଆନ୍ ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଠୁ ୨ ଟି ପିସ୍ତଲ, ୪ ଟି ଗ୍ରେନେଡ୍ , ୪୩ ଅଫୁଟା ଗୁଳି ଜବତ ହୋଇଛି। ଭାରତୀୟ ସେନା, CRPF ଓ ପୋଲିସର ମିଳିତ ଅପରେସନ୍ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। 

Advertisment
India Indian Army Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ