Advertisment

‘ସେନାର ମନୋବଳ ଦୁର୍ବଳ କରନି’

ଏବେ ପିଟିସନ୍ କରିବାର ସମୟ ନୁହେଁ । ଏବେ ଆତଙ୍କବାଦ ବିରୋଧରେ ଲଢ଼ିବା ସମୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅଦ୍ୟତନ ହୋଇଛି
Advertisment

ପହଲଗାମ୍ ହମଲା ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । PIL ଆବେଦନକାରୀଙ୍କୁ ‘ସୁପ୍ରିମ’ ତାଗିଦ୍ । ତଦନ୍ତ କରିବା ‘ସୁପ୍ରିମକୋର୍ଟ’ଙ୍କ କାମ ନୁହେଁ । ଆବେଦନକାରୀଙ୍କୁ ଶକ୍ତ ତାଗିଦ୍ କଲେ ସୁପ୍ରିମକୋର୍ଟ । କହିଲେ, ସେନାର ମନୋବଳ ଦୃବଳ କରନି । ଏବେ ପିଟିସନ୍ କରିବାର ସମୟ ନୁହେଁ । ଏବେ ଆତଙ୍କବାଦ ବିରୋଧରେ ଲଢ଼ିବା ସମୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  

Advertisment
Supreme Court Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ