TERRORISTS-ATTACK-THREAT-IN-MUMBAI
Advertisment
ଲସ୍କର-ଏ-ଜେହାଦୀର ୧୪ ଜଣ ଆତଙ୍କବାଦୀ ମୁମ୍ବାଇରେ ପଶିଛନ୍ତି । ୩୪ଟି ଗାଡିରେ ବୋମା ଲଗାଯାଇଛି । ଆତଙ୍କୀମାନେ ବିସ୍ଫୋରଣରେ ମୁମ୍ବାଇ ସହରକୁ ଉଡାଇଦେବେ । ବିସ୍ଫୋରଣରେ ପ୍ରାୟ ୪୦୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯିବ । ଆଉ ବିସ୍ଫୋରଣ ଏତେ ଭୟଙ୍କର ହେବ ଯେ ପ୍ରାୟ କୋଟିଏ ଲୋକଙ୍କର ଜୀବନ ଯାଇପାରେ । ମୁମ୍ବାଇରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ନେଇ ପୋଲିସକୁ ମିଳିଛି ଏପରି ବଡ଼ ଧମକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us