ଅଦ୍ୟତନ ହୋଇଛି
RG Kar Medical College
Advertisment
ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା । ଆଉ ସେଥିରୁ ରୋଜଗାର ହେଉଥିଲା ଲକ୍ଷ ଲକ୍ଷ ଟଙ୍କା । ଦିନ ଯେତିକି ଯେତିକି ଗଡ଼ୁଛି, ପାପର ପେଡ଼ି ସେତିକି ସେତିକି ଖୋଲିବାର ଲାଗିଛି । ସାମ୍ନାକୁ ଏବେ କେବଳ ନରହନ୍ତା ସଞ୍ଜୟ ନୁହେଁ RG କର ମେଡିକାଲ କଲେଜର ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଖୋଲିବାରେ ଲାଗିଲାଣି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us