Advertisment

ପାକିସ୍ତାନ ପୋଲିସ୍‌ ଚଲାଉଛି ଗୁପ୍ତଚର ଏଜେନ୍ସି

ନିକଟରେ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବୀ YouTuber ଜସବୀର ସିଂହ ଖୋଲିଛନ୍ତି ପାକିସ୍ତାନର ଗୁମର। ପାକିସ୍ତାନର ସକ୍ରୀୟ ଗୁପ୍ତଚର ରାକେଟରେ ପୂର୍ବତନ ପାକିସ୍ତାନୀ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଖୁଲାସା କରିଛନ୍ତି।

Advertisment

ଖୋଲୁଛି ପାକିସ୍ତାନୀ ଗୁପ୍ତଚର ରାକେଟର ଗୁମର। ଗୁପ୍ତଚରୀ କାମରେ ରହୁଛି ପୋଲିସ୍ ବାବୁଙ୍କ ଲିଙ୍କ୍ । ଭାରତରୁ ଯାଉଥିବା ଗୁପ୍ତଚରୀଙ୍କୁ ମିଳୁଛି ଲାହୋରରେ ଟ୍ରିଟମେଣ୍ଟ । ନିକଟରେ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବୀ YouTuber ଜସବୀର ସିଂହ ଖୋଲିଛନ୍ତି ପାକିସ୍ତାନର ଗୁମର। ପାକିସ୍ତାନର ସକ୍ରୀୟ ଗୁପ୍ତଚର ରାକେଟରେ ଜଣେ ପୂର୍ବତନ ପାକିସ୍ତାନୀ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସେ ପ୍ରକାଶ କରିଛନ୍ତି। ପାକିସ୍ତାନ ପୋଲିସର ପୂର୍ବତନ ସବ-ଇନସ୍ପେକ୍ଟର ନାସିର ଢିଲୋନ୍ ଗୁପ୍ତଚର ରାକେଟର ଜଣେ ମାଷ୍ଟରମାଇଣ୍ଡ ଥିଲେ ବୋଲି ଜସବୀର କହିଛନ୍ତି। ଏହି ନାସିର ହିଁ ଜସବୀରଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଅଧିକାରୀମାନଙ୍କ ସହିତ ପରିଚିତ କରାଇଥିବା ଅଭିଯୋଗ ହୋଇଥିଲା। ଏବେ ନିଜେ ଜସବୀର ଗୁପ୍ତଚର ଏଜେନ୍ସି ସହ ନାସୀରଙ୍କ ସଂପୃକ୍ତି ବାବଦରେ ସ୍ୱୀକାର କରିଛନ୍ତି।

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ