Advertisment

ସୁନ୍ଦରୀ ହେବାକୁ ଇଚ୍ଛା କଲେ, ଚାଲିଗଲା ହିରୋଇନ୍‌ଙ୍କ ଜୀବନ

ଏ ଘଟଣା ପରେ ଚେତନାଙ୍କ ପରିବାର ଲୋକେ ହସ୍ପିଟାଲ ବିରୋଧରେ ଏତଲା ଦେଇଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ସୁନ୍ଦରତା ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରୀ ପ୍ରସଙ୍ଗ ।

Advertisment

ଜୀବନ ଚାଲିଯିବାର ଭୟ ସତ୍ତ୍ୱେ ସୁନ୍ଦରତା ପାଇଁ ପୁଣି ବିପଜ୍ଜନକ ଲିପୋସକ୍ସନ ସର୍ଜରୀ ନେଇଗଲା ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ । ପ୍ରସିଦ୍ଧ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ଗତକାଲି ଘର ଲୋକଙ୍କୁ ନଜଣାଇ ବେଙ୍ଗଳୁରରୁ ଏକ ହସ୍ପିଟାଲରେ ଲିପୋସକ୍ସନ ସର୍ଜରୀ ରିସ୍କ ନେଇଥିଲେ । ସକାଳେ ଅପରେସନ୍ ପରେ ତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହୋଇଛି ଶରୀରରୁ ମେଦ ହ୍ରାସ କରାଉଥିବା ଲିପୋସକ୍ସନ ସର୍ଜରୀ ।

Advertisment
Heroine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ