ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଆର୍ଥିକ ପରିସ୍ଥିତି। ରାସ୍ତା କଡରେ ଠେଲାରେ ଗୁପଚୁପ ବିକି ନିଜ ପାଠ ଖର୍ଚ୍ଚ ନିଜେ ଉଠାଉଛି ଏଇ ଝିଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
Published: Manoranjan Behera
Last updated: 04 September 2022, 01:19 PM IST
ମାଆ ଚାଲିଯିବା ପରେ ୧୦ ତୁଠରେ ଚାଲିଛିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା ଆଜି ପୁଣି ଥରେ ପଡିଲା କାନ୍ଦବୋବାଳି…ବନ୍ଧା ହେଲା କୋକେଇ…