Spicejet
Advertisment
ଜରୁରୀ ଅବତରଣ ବେଳେ ବିମାନର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ପୂରା ବିମାନ ବନ୍ଦରରେ ନିଶ୍ୱାସ ଅଟକି ଗଲା ଭଳି ସ୍ଥିତି ଉପୁଜିଛି। ବିମାନରେ ୨୦୦ ଯାତ୍ରୀ ଥିବାବେଳେ ଲାଗିଯାଇଥିଲା ନିଆଁ। ହେଲେ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ରକ୍ଷା ପାଇଯାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us