ଅଦ୍ୟତନ ହୋଇଛି
Special Story | Air Marshal V R Chaudhari Set To Be The Next Chief of Air Staff
Advertisment
ଦେଶର ୨୭ତମ ବାଯୁସେନା ମୁଖ୍ୟ ହେବାକୁ ଯାଉଛନ୍ତି ଭି ଆର ଚୌଧୁରୀ । ୧୯୮୨ ମସିହାରୁ ସେ ବାୟୁସେନାରେ କାର୍ଯ୍ୟ କରିଆସୁଛନ୍ତି । ସେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ତାଙ୍କର ଏହି ଲମ୍ୱା କ୍ୟାରିଅରରେ । ଆସନ୍ତା ମାସରେ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ ଏହି ଦକ୍ଷ ଅଫିସର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us