Advertisment

ମୁଁ ବିଧବା ହେଲେ ତୁମକୁ ବାହା ହେବି

ମୁଁ ତୁମକୁ ହିଁ ବାହା ହେବି। ତାକୁ ମାରିଦିଅ। ମୁଁ ପଇସା ଦେବି। ଏ କଥା ରାଜ କୁଶୱାଙ୍କୁ କହିଥିଲେ ସୋନମ।

Advertisment

ଖୋଲୁଛି ବେୱଫା ସୋନମର ରାଜ୍‌। ଖୁନି ପତ୍ନୀର ସାମ୍ନାକୁ ଆସୁଛି ଗୋଟିଏ ଗୋଟିଏ ଫର୍ଦ୍ଦ। ରାଜା ରଘୁବଂଶୀ ମର୍ଡର ମୋଟିଭର ସତ ସାମ୍ନାକୁ ଆସୁଛି। ଏବେ ଆଉ ଗୋଟିଏ ସାଂଘାତିକ କଥା ଜଣାପଡିଛି। ସୋନମ ବିଧବା ହେଲେ କେହି ଆଉ ଗୁପ୍ତ ତାଙ୍କ ସମ୍ପର୍କକୁ ବିରୋଧ କରିବେନି। ପାହାଡ ଉପରେ ଚିତ୍କାର କରି ପ୍ରତିଶ୍ରୁତି ଦେଇଥିଲେ ସୋନମ। ମୁଁ ତୁମକୁ ହିଁ ବାହା ହେବି। ତାକୁ ମାରିଦିଅ। ମୁଁ ପଇସା ଦେବି। ଏ କଥା ରାଜ କୁଶୱାଙ୍କୁ କହିଥିଲେ ସୋନମ।

Advertisment
India Murder Case Meghalaya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ