Advertisment

ଗୁଜରାଟରେ ଜଳପ୍ରଳୟ ! ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି

ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା ।

Advertisment

ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି । ବୁଡ଼ି ଯାଇଛି ରାସ୍ତାଘାଟ। ଉବୁଟୁବୁ ଗାଁଠୁ ସହର । ହଜାର ହଜାର ଲୋକ ଜଳବନ୍ଦୀ । ଗତ ୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ଭଦୋଦରାର ଯେଉଁ ରାଜରାସ୍ତାରେ ଦୈନିକ ଲକ୍ଷ ଲକ୍ଷ ଯାନବାହନ ଛୁଟେ, ସେଇଠି ଏବେ ଜଳପ୍ରଳୟର ଭୟଙ୍କର ଦୃଶ୍ୟ । ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ