Advertisment

ଗାଡ଼ି ଭିତରୁ ମିଳିଥିଲା ସାତ ୭ଟି ମୃତଦେହ

ସମୟ ସୋମବାର ରାତି ପାଖାପାଖି ୧୧। ଡେରାଡୁନ ପଞ୍ଚକୁଳ ସେକ୍ଟର ୨୭। ଘର ନମ୍ବର- ୧୨୦୪ ସାମ୍ନାରେ ପାର୍କ ହୋଇଥିଲା ଏକ କାର୍‌। ଗାଡି ଝରକାରେ ଟଙ୍ଗା ହୋଇଥିଲା ଟାୱାଲ। କର୍‌ ହଟାଇବା ପାଇଁ କହିଥିଲେ କଲୋନିର ଜଣେ ଲୋକ। କିନ୍ତୁ କେହି ଶୁଣିନଥିଲେ। ଏହାପରେ କାର୍‌ର କବାଟ ଖୋଲିବା ପରେ ଉଡିଯାଥିଲା ତାଙ୍କ ହୋସ୍‌। ଗାଡ଼ି ଭିତରୁ ମିଳିଥିଲା ସାତ ୭ଟି ମୃତଦେହ।

Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ