Advertisment

ସଂସଦ ଭବନ ସୁରକ୍ଷାରେ ବଡ଼ ତ୍ରୁଟି; ଦୁଇ ଯୁବକ ଖେଳାଇଲେ ଆତଙ୍କ

ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍।

Advertisment

ପୁଣି ସେଇ ଶୀତ ଅଧିବେଶନ। ପୁଣି ସଂସଦ ଭବନ ସୁରକ୍ଷାରେ ବଡ଼ ତ୍ରୁଟି। ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍। ଆତଙ୍କ ସୃଷ୍ଟିକାରୀ ଯୁବକ ଦ୍ୱୟ ସାଂସଦ ଭିଜିଟର୍ସ ପାସରେ ଆସିଥିବାରୁ ଆଜିଠୁ ଏଭଳି ପାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବ୍ୟାନ୍ କରିଛନ୍ତି ବାଚସ୍ପତି।

Advertisment
Security Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ