TEACHER
Advertisment
ଶିକ୍ଷକମାନଙ୍କୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ଶିକ୍ଷକମାନଙ୍କର ୫ ବର୍ଷରୁ ଅଧିକ ସମୟ ଚାକିରି ଅଛି ସେମାନଙ୍କୁ ଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପାସ୍ କରିବାକୁ ହେବ। ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ। ଏପରି ନ ହେଲେ ଚାକିରି ହରାଇବାକୁ ପଡ଼ିପାରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us