Repeated Indian Attacks Push Pakistan to Beg for Help from Friendly Nations
Advertisment
ଭାରତର ହମଲାରେ ଧରାଶାୟୀ ପାକିସ୍ତାନ । ବିଶ୍ୱ ଆଗରେ ହାତ ପତାଇ ଋଣ ପାଇଁ ଭିକ ମାଗିଲା ପାକିସ୍ତାନ। ନିଜ ମିତ୍ରରାଷ୍ଟ୍ରଙ୍କୁ ଋଣ ମାଗିଛି। ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନରେ ବହୁତ କ୍ଷତି ହୋଇଛି । ଏଥିପାଇଁ ପାକିସ୍ତାନ ମିତ୍ର ରାଷ୍ଟ୍ରଙ୍କୁ ତୁରନ୍ତ ସହାୟତା ପାଇଁ ଗୁହାରୀ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us