Bengaluru Stampede
Advertisment
୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଟ୍ରଫି ଜିତିଲା ସତ। ହେଲେ ସେହି ଦଳର ହିଁ ଭିକ୍ଟୋରି ପରେଡ ଯୋଗୁଁ ଚାଲିଗଲା ୧୧ ଫ୍ୟାନଙ୍କ ଜୀବନ। ଆଉ ସବୁଠାରୁ ବଡ଼ କଥା ହେଉଛି ଷ୍ଟାଡିୟମ ବାହାରେ ମରୁଥିଲେ ନୀରିହ ଫ୍ୟାନ, ହେଲେ ଭିତରେ ଦଳ, ଖେଳାଳି କିମ୍ୱା ନେତା ମନ୍ତ୍ରୀମାନଙ୍କ ସେଲିବ୍ରେସନ ଅଟକିନଥିଲା । ଏବେ ଖୋଜା ଚାଲିଛି ଏତେବଡ଼ ଅଘଟଣ ପଛରରେ କିଏ ସେହି କାର୍ପଟଦାର? କାହିଁକି ସ୍ୱତନ୍ତ୍ର ବ୍ୟବସ୍ଥା କରାନଯାଇ ହୋଇଥିଲା ଏତେ ବଡ଼ ଆୟୋଜନ ? ଦଳ ଚାମ୍ପିଅନ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ହୋଇଥିଲା ସେଲିବ୍ରେସନ । ତେଣୁ ଏତେ କମ୍ ସମୟ ମଧ୍ୟରେ ପୋଲିସ ଆରେଞ୍ଜମେଣ୍ଟ ଠିକରେ ହୋଇପାରିନଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us