Bengaluru Stampede
Advertisment
ଗୋଟିଏ ପଟେ ସେଲିବ୍ରେସନ, ଅନ୍ୟପଟେ ମୃତ୍ୟୁର ତାଣ୍ଡବ। ୧୮ ବର୍ଷ ପରେ ଟ୍ରଫି ଜିତିଲା ଟିମ୍ ହେଲେ ୧୧ ଜଣ ଫ୍ୟାନଙ୍କ ଜୀବନ ଗଲା। ବେଙ୍ଗାଲୁରୁରେ ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ସୂଚନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us