""
ଜାତୀୟ ଖବର Videos ଶ୍ରୀରାମଙ୍କ ପାଇଁ ଭବ୍ୟ ଉପହାର; ସୁନାର ରାମଚରିତମାନସ ଦେଲେ ଭକ୍ତ ରାମଲାଲାଙ୍କ ପାଇଁ ଏକ ଭବ୍ୟ ଉପହାର ପ୍ରଦାନ କରିଛନ୍ତି ଆଉ ଜଣେ ରାମ ଭକ୍ତ । ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମହାକାବ୍ୟ ରାମଚରିତମାନସ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ । 12 Apr 2024 08:44 ISTPallipuspa Samal Follow UsRamcharitmanasAdvertisment Read More Ayodhya Lord Ram