Advertisment

ଶ୍ରୀରାମଙ୍କ ଆଦର୍ଶରେ ଅପରେସନ ସିନ୍ଦୂର

#ଶ୍ରୀରାମଙ୍କ_ଆଦର୍ଶରେ_ଅପରେସନ୍_ସିନ୍ଦୂର ତ୍ରେତୟାରେ ମହାପ୍ରତାପୀ ଅଧର୍ମୀ ରାବଣର ବିନାଶ କରିଥିଲେ ରାମଚନ୍ଦ୍ର। ଆଉ ଏବେ ଧରାକୁ ରକ୍ତରେ ଭିଜାଉଥିବା ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଛାତିକୁ ମାରି ଘାଇଲା କରିଛି ଭାରତୀୟ ସେନା। ଶ୍ରୀରାମଙ୍କ ଆଦର୍ଶ, ପରାକ୍ରମକୁ ହିଁ ମୂଳ ଅସ୍ତ୍ର କରିଛି ଭାରତ। ‘ଅପରେସନ୍ ସିନ୍ଦୂର’ ଲଞ୍ଚ୍ ଠାରୁ ଭାରତର ପ୍ରତିଟି ଜବାବ୍ ରାମାୟଣ ଅନୁପ୍ରାଣିତ। ସେଥିପାଇଁ ତ ସେନାବାହିନୀର ଦମ୍ଭ ବଢ଼ାଇଲାବେଳେ ଆଜି ଓ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଟିରୁ ବାରମ୍ବାର ଆପେ ଆପେ ବାହାରି ଆସିଥିଲା ରାମଚରିତ ମାନସର ଗୋଟି ଗୋଟି ପଂକ୍ତି।

Advertisment

#ଶ୍ରୀରାମଙ୍କ_ଆଦର୍ଶରେ_ଅପରେସନ୍_ସିନ୍ଦୂର
ତ୍ରେତୟାରେ ମହାପ୍ରତାପୀ ଅଧର୍ମୀ ରାବଣର ବିନାଶ କରିଥିଲେ ରାମଚନ୍ଦ୍ର। ଆଉ ଏବେ ଧରାକୁ ରକ୍ତରେ ଭିଜାଉଥିବା ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ଛାତିକୁ ମାରି ଘାଇଲା କରିଛି ଭାରତୀୟ ସେନା। ଶ୍ରୀରାମଙ୍କ ଆଦର୍ଶ, ପରାକ୍ରମକୁ ହିଁ ମୂଳ ଅସ୍ତ୍ର କରିଛି ଭାରତ। ‘ଅପରେସନ୍ ସିନ୍ଦୂର’ ଲଞ୍ଚ୍ ଠାରୁ ଭାରତର ପ୍ରତିଟି ଜବାବ୍ ରାମାୟଣ ଅନୁପ୍ରାଣିତ। ସେଥିପାଇଁ ତ ସେନାବାହିନୀର ଦମ୍ଭ ବଢ଼ାଇଲାବେଳେ ଆଜି ଓ ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଟିରୁ ବାରମ୍ବାର ଆପେ ଆପେ ବାହାରି ଆସିଥିଲା ରାମଚରିତ ମାନସର ଗୋଟି ଗୋଟି ପଂକ୍ତି।

Advertisment
Jai Shri Ram Operation Sindoor Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ