Air India Crash
Advertisment
ଲଣ୍ଡନରେ ଲେଖିଥାନ୍ତେ ନୂଆ କାହାଣୀ । ସ୍ୱାମୀ, ଛୁଆ ସହ କରିଥାନ୍ତେ ସୁଖର ସଂସାର । ଏମିତି କେତେ କଣ ସ୍ୱପ୍ନ ଦେଖି ଭାରତରେ ଡାକ୍ତରୀ ଚାକିରି ଛାଡ଼ିଥିଲେ । ମାତ୍ର ପ୍ଲେନ୍ ଦୁର୍ଘଟଣା ସବୁ ସ୍ୱପ୍ନକୁ ଅଧା ବାଟରେ ହିଁ ଛାରଖାର କରିଦେଇଛି । ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ପୂର୍ବରୁ ଏକା ସାଙ୍ଗେ ପୂରା ପରିବାର ଫେରିଯାଇଛି ଅଫେରା ରାଇଜକୁ । ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଏଭଳି ଲୁହଭିଜା କାହାଣୀ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us