Advertisment

ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର

ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।

Advertisment

ଉତ୍ତର ଭାରତରେ ବର୍ଷା ଓ ବନ୍ୟା ବିତ୍ପାତ ପରେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ପୁଳା ପୁଳା ଚିତ୍ର। କେଉଁଠି ପାହାଡ଼ ଧସିଛି ତ କେଉଁଠି ଧୋଇଯାଇଛି ବଡ଼ ବଡ଼ ସେତୁ ଏବଂ ରାସ୍ତାଘାଟ। ହିମାଚଳ ପ୍ରଦେଶର ଅନେକ ରୁଟରେ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ୮୮ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୧୬ ଜଣଙ୍କ ପତ୍ତା ମିଳୁନି। ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।

Advertisment
Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ