Advertisment

ଅଶାନ୍ତ ବାଂଲାଦେଶ, ଚିନ୍ତାରେ ଭାରତ

ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।

Advertisment

ଅଶାନ୍ତ ବାଂଲାଦେଶ, ଚିନ୍ତାରେ ଭାରତ । ପଡ଼ୋଶୀ ଦେଶର ବିଷମ ସ୍ଥିତି ଉପରେ ନୂଆଦିଲ୍ଲୀର ତୀକ୍ଷ୍ଣ ନଜର । ଏସମୟରେ କଣ ହେବା ଦରକାର, ଭାରତର ଆଭିମୁଖ୍ୟ ? ସର୍ବଦଳୀୟ ବୈଠକ ଡାକି ପରାମର୍ଶ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ଏଣେ ସଂସଦରେ ବିବୃତ୍ତି ରଖି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି- ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି। ସେଠି ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ