Digha Jagannath temple
Advertisment
ଅବିକଳ ପୁରୀ ଶ୍ରୀମନ୍ଦିର ଭଳି ଦୀଘାରେ ନିର୍ମାଣ ହୋଇଛି ଜଗନ୍ନାଥ ମନ୍ଦିର । ନ୍ୟୁୟ ଦୀଘା ରେଳ ଷ୍ଟେସନ ନିକଟରେ ୨୦ ଏକର ଜାଗାରେ ମନ୍ଦିର କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏଥିପାଇଁ ଖର୍ଚ୍ଚ ହୋଇଛି ଅଢେଇ ଶହ କୋଟିରୁ ଅଧିକ ଟଙ୍କା । ଗଲା ସାତ ଦିନ ହେଲା ହୋମଯଜ୍ଞ ଚାଲିଛି, ପୁରୀରୁ ପ୍ରାୟ ୬୦ରୁ ୭୦ ଦଇତାପତି ଯାଇ ପୂଜାପାଠ କରିଛନ୍ତି । ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ବ୍ରହ୍ମ ପ୍ରତିଷ୍ଠା କରାଇ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ । ଏହାକୁ ଉଭୟ ପୁରୀ ସେବାୟତ ଓ ରାଜନେତା ବିରୋଧ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us