President Droupadi Murmu completes one year in office
Advertisment
ରାଷ୍ଟ୍ରପତିଙ୍କ ସରଳ ଜୀବନକୁ ନେଇ ଚର୍ଚ୍ଚା । ମାଡାମ ପ୍ରେସିଡେଣ୍ଟରୁ ପିପୁଲ୍ସ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଭାବେ ସଫଳତାର ବର୍ଷେ କାର୍ଯ୍ୟକାଳ ପୂରଣ କଲେ ଦ୍ରୌପଦୀ ମୁର୍ମୁ । ଚର୍ଚ୍ଚାରେ ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ସରଳ ଜୀବନଯାପନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us