Advertisment

PM Modi Warning: ମୋଦିଙ୍କ କଡ଼ା ଚେତାବନୀ, ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ଚେତାବନୀ । ଆକ୍ରମଣକାରୀଙ୍କୁ କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ମାଟିରେ ମିଶାଇବୁ ।

ଅଦ୍ୟତନ ହୋଇଛି
Advertisment

ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ଚେତାବନୀ । ଆକ୍ରମଣକାରୀଙ୍କୁ କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ । ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ମାଟିରେ ମିଶାଇବୁ । ଆତଙ୍କୀ ଓ ଏହା ପଛରେ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବୁ । ଭାରତ ପ୍ରତିଟି ଆତଙ୍କୀଙ୍କୁ ଚିହ୍ନଟ କରିବ ଓ ଖୋଜି ଖୋଜି ଦଣ୍ଡ ଦେବ । ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ ।

Advertisment
PM Modi Terrorist Attack In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ