Advertisment

ଗୁଜରାଟ ଭଦୋଦରାରେ ପିଏମ ମୋଦିଙ୍କ ରୋଡ୍ ସୋ

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଜନ୍ମମାଟି ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଭଦୋଦରାରେ ମେଗା ରୋଡ୍ ଶୋ କରିଛନ୍ତି ପିଏମ । କର୍ଣ୍ଣେଲ ସୋଫିଆ କୁରେସିଙ୍କ ପରିବାର ଜଣାଇଲେ ସ୍ୱାଗତ ସମ୍ବର୍ଦ୍ଧନା । ଭଦୋଦରାରେ ଜନସମୁଦ୍ର ।

Advertisment

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ । ଭଦୋଦରାରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ' ସମୟରେ ବିଶାଳ ଜନ ସମୁଦ୍ର ଦେଖିବାକୁ ମିଳିଛି ।  

Advertisment
Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ