Advertisment

ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ବ୍ରିଜ୍

ଆସନ୍ତା ୬ ତାରିଖରେ ଚେନାବ ବ୍ରିଜର ଲୋକାର୍ପଣ । ବିଶ୍ୱର ସର୍ବୋଚ୍ଚ ବ୍ରିଜର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ରହିଛି ୩୫୯ ମିଟର ଓ ଲମ୍ବ ୧.୩ କିଲୋମିଟର ।

Advertisment

ଆସନ୍ତା ୬ ତାରିଖରେ ଚେନାବ ବ୍ରିଜର ଲୋକାର୍ପଣ। ବିଶ୍ବର ସର୍ବୋଚ୍ଚ ବ୍ରିଜର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି। ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ରହିଛି ୩୫୯ ମିଟର ଓ ଲମ୍ବ ୧.୩ କିଲୋମିଟର। ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ ହେଉଛି ଚେନାବ ବ୍ରିଜ। ଉତ୍ତର ରେଳପଥ ପକ୍ଷରୁ ଏହାର ନିର୍ମାଣ କରାଯାଇଛି। ପ୍ରାୟ ୧,୫୦୦ କୋଟି ଟଙ୍କାର ବଜେଟରେ ବ୍ରିଜଟିକୁ ନିର୍ମାଣ କରାଯାଇଛି। 

Advertisment
Narendra Modi Rail Bridge Over Chenab River Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ