ଅଦ୍ୟତନ ହୋଇଛି
pakistan
Advertisment
ପାକିସ୍ତାନ ବିରୋଧରେ ଅପରାହ୍ନ ୪ଟାରେ ହୋଇପାରେ ବଡ଼ ଘୋଷଣା। କ୍ୟାବିନେଟ୍ ମିଟିଂ ନିଷ୍ପତ୍ତି ନେଇ ଆସିବ ସୂଚନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି। ଆଜି ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ୪ଟି ବଡ଼ ବୈଠକ। ପ୍ରଥମେ CCS ବୈଠକ ବସିଥିଲା। ପରେ CCPA ,CCEA ଓ କ୍ୟାବିନେଟ୍ ବୈଠକ ବସିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us