Advertisment

୩ ସେନାଙ୍କ ହାତ ଖୋଲିଦେଲେ ପ୍ରଧାନମନ୍ତ୍ରୀ

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ, ଏନଏସଏ ଏବଂ ତିନି ସେନାର ମୁଖ୍ୟ ପ୍ରମୁଖ ଏକାଠି ହୋଇଥିଲେ।

Advertisment

ନିଷ୍ପତ୍ତି ସରିଲା, ଏବେ ଆକ୍ସନର ସମୟ। ପହଲଗାମ ଆତଙ୍କବାଦୀ ହମଲାର କଡ଼ା ଯବାବ ଦେବାକୁ ପାକିସ୍ତାନ ବିପକ୍ଷରେ କଠୋର ପଦକ୍ଷେପ ନେବାକୁ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି ଆକ୍ରମଣର ‘ଶୈଳୀ, ଲକ୍ଷ୍ୟ, ସମୟ ସମ୍ପର୍କରେ ସେନା ନିଷ୍ପତ୍ତି ନେଉ। ଭାରତୀୟ ସେନା ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment
Narendra Modi Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ