Air India flight
Advertisment
ମଝି ଆକାଶରେ କଲବଲ କଲା ଅସରପା । ବଦନାମ ହେଲା ଏୟାର ଇଣ୍ଡିଆ ! ଅସରପା ପାଇଁ ହଇରାଣ ହେଲେ ଯାତ୍ରୀ, ବଦଳାଇବାକୁ ପଡିଲା ସିଟ୍ । କୌଣସି ନା କୌଣସି କାରଣରୁ ଲଗାତାର ଚର୍ଚ୍ଚାରେ ରହିଆସୁଛି ଏୟାର ଇଣ୍ଡିଆ ବିମାନ । କେବେ ଅଘଟଣ ତ କେବେ ଯାନ୍ତ୍ରିକ ସମସ୍ୟା ପାଇଁ । ହେଲେ ଏଥର ଚର୍ଚ୍ଚା, ଅସରପା ପାଇଁ । ଅସରପା ପାଇଁ ବଦନାମ ହୋଇଛି ଏୟାର ଇଣ୍ଡିଆ ବିମାନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us