ମଝି ଆକାଶରେ ଲଜ୍ଜା
Advertisment
ଫ୍ଲାଇଟ୍ ଭିତରେ ପୁଣି ପରିସ୍ରାକାଣ୍ଡ । ମଝି ଆକାଶରେ ଘଟିଲା ଲଜ୍ଜାଜନକ ଘଟଣା । ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ । ଏୟାର ଇଣ୍ଡିଆ ବିମାନରେ ପୁଣି ଘଟିଛି ଏଭଳି କିଛି ଘଟଣା । ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ଜଣେ ଭାରତୀୟ ଯାତ୍ରୀ । ଫ୍ଲାଇଟର ବିଜନେସ କ୍ଲାସରେ ଘଟିଛି ଏହି କାଣ୍ଡ । ତୁଷାର ମସନ୍ଦ ନାମକ ଜଣେ ଭାରତୀୟ ଜାପାନର ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us