Advertisment

ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ

ଆଜି_ପାର୍ଲାମେଣ୍ଟ_ଷ୍ଟାଣ୍ଡିଂ_କମିଟି_ବୈଠକ ପହଲଗାମ୍ ହମଲାକୁ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଅପରାହ୍ଣରେ ବସିବ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ । ଏହି ବୈଠକରେ ସବୁ ଦଳର ବରିଷ୍ଠ ନେତା ଯୋଗଦେବେ । ପହଲଗାମ୍ ହମଲାକୁ ନେଇ ହେବ ଆଲୋଚନା ଓ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।

Advertisment

ଆଜି_ପାର୍ଲାମେଣ୍ଟ_ଷ୍ଟାଣ୍ଡିଂ_କମିଟି_ବୈଠକ
ପହଲଗାମ୍ ହମଲାକୁ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଅପରାହ୍ଣରେ ବସିବ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ । ଏହି ବୈଠକରେ ସବୁ ଦଳର ବରିଷ୍ଠ ନେତା ଯୋଗଦେବେ । ପହଲଗାମ୍ ହମଲାକୁ ନେଇ ହେବ ଆଲୋଚନା ଓ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ