ଅଦ୍ୟତନ ହୋଇଛି
Pakistani Woman Nagma Yusuf Leaves Bhubaneswar After \'Leave India\' Notice
Advertisment
ଭୁବନେଶ୍ବର ବିଜେବି ନଗର ଅଞ୍ଚଳରେ ରହୁଥିବା ପାକିସ୍ତାନୀ ନାଗରିକ ନଗମା ୟୁସୁଫ ଭୁବନେଶ୍ୱର ଛାଡିଛନ୍ତି। ଲିଭ ଇଣ୍ଡିଆ ନୋଟିସ ପରେ ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା। ଏହି ଆଧାରରେ ସେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ ଟା ମଧ୍ୟରେ ଭୁବନେଶ୍ୱରସ୍ଥିତ ଘରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us