Advertisment

Adil Thokar’s Role in Pahalgam Attack: ଭାରତ ମାଆର କୁଳାଙ୍ଗାର ପୁଅ, ଆତଙ୍କୀଙ୍କୁ ଏମିତି କରିଥିଲା ସାହାଯ୍ୟ

ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ପହଲଗାମ ନରସଂହାରରେ ରହିଛି ବିଜବେହାରାର ବାସିନ୍ଦା ଆଦିଲର ହାତ ।

Advertisment

ସାମ୍ନାକୁ ଆସିଛି ଏଭଳି କିଛି ସାଂଘାତିକ ତଥ୍ୟ। ପହଲଗାମ ନରସଂହାରରେ ରହିଛି ବିଜବେହାରାର ବାସିନ୍ଦା ଆଦିଲର ହାତ । ରକ୍ତ ପିପାଷୁଙ୍କୁ ନିଜ ଘରେ ରଖିଥିଲା ଆଦିଲ ଗୁରି । ଆକ୍ରମଣ ପୂର୍ବରୁ ପାକିସ୍ତାନୀ ଆତଙ୍କୀଙ୍କୁ ସେ କରିଥିଲା ସହାୟତା । ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଆଦିଲ ପାକିସ୍ତାନରୁ ଜଣେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଏବଂ ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ର କରିବାରେ ସାହାଯ୍ୟ କରିଥିଲା ।

Advertisment
Jammu And Kashmir Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ