ଅଦ୍ୟତନ ହୋଇଛି
Pakistani in Odisha
Advertisment
ପାକିସ୍ତାନର ନାଗରିକ ଏମାନେ । ହେଲେ ଭାରତ ପାଇଁ ଏମାନଙ୍କ ମନ ଝୁରୁଛି । କାହା ଆଖିରେ ଲୁହ ଶୁଖୁନି, ପୁଣି ଆଉ କିଏ କୋହ ସମ୍ଭାଳି ପାରୁନାହାନ୍ତି । ଇଏ ବଲାଙ୍ଗୀରର ସାରଦା କୁକ୍ରେଜା ଦୀର୍ଘ ୩୫ ବର୍ଷ ହେଲା ବାହାହୋଇ ବଲାଙ୍ଗୀରରେ ଅଛନ୍ତି । ପୁଅ ଝିଅ ବାହାକରି ନାତି ନାତୁଣୀ ମଧ୍ୟ ଦେଖିଲେଣି । ପରିବାରର ସମସ୍ତ ସଦସ୍ୟ ଭାରତୀୟ ପରିଚୟ ପାଇଥିବା ବେଳେ କିନ୍ତୁ ଏବେ ବି ସାରଦାଙ୍କୁ ଭାରତୀୟ ନାଗରିକ ଅଧିକାର ମିଳିନି । ତେଣୁ ସବୁଦିନ ଚିନ୍ତାରେ କଟୁଛି ସାରଦାଙ୍କ ଦିନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us