Pakistani Nationals Depart
Advertisment
ଡେଡଲାଇନ୍ ସରିବା ପରେ ନିଜ ଦେଶକୁ ଫେରିଛନ୍ତି ପାକିସ୍ତାନୀ । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ଫେରିଯିବାକୁ କଡ଼ା ନିର୍ଦ୍ଦେଶ କରିଥିଲେ କେନ୍ଦ୍ର ସରକାର । କେହି ପାକିସ୍ତାନୀ ଯଦି ଏହି ଭିସା ସର୍ତ୍ତ ଉଲ୍ଲଙ୍ଘନ କରନ୍ତି ଏବଂ ଭାରତରେ ରୁହନ୍ତି ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୩ ଲକ୍ଷ ଟଙ୍କା ଜରିମାନା ହେବାର ନିୟମ ରହିଛି । ଯାହାଫଳରେ ପାକିସ୍ତାନୀ ନାଗରିକ ଅନିଚ୍ଛା ସତ୍ତ୍ୱେ ସ୍ବଦେଶ ଫେରିଛନ୍ତି । ଅଟାରୀ ବର୍ଡର ନିକଟରେ ଜଣେ ମହିଳା ନିଜ କୁନି ଝିଅକୁ ଛାଡି ପାକିସ୍ତାନ ଫେରୁଥିବା ଦେଖାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us